Browsing Tag

Odiaha

ବେକରି ସମସ୍ୟକୁ ନେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଥିବା ବେରୋଜଗାରୀ କୁ ମୁଖ୍ୟ ପ୍ରସଙ୍ଗ କରି ଆଜି ଭାରତୀୟ ଜନତା ଯୁବ ମୋର୍ଚ୍ଚା ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଶତାଧିକ କର୍ମୀ ଗିରଫ । ସୂଚନା ଅନୁଯାୟୀ, ବିଗତ ୧୯…

ବଲାଙ୍ଗିର ଜେଲ ଗଲେ ପୁଞ୍ଜିଲାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜି ପାଟଣାଗଡ ସବଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରଯାଇଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ପୁଞ୍ଜିଲାଲ କିଛି କଏଦୀଙ୍କ ସହ ମିଶି ଜେଲରୁ ଖସି ଯିବାକୁ ଷଡଯନ୍ତ୍ର କରି…

ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲ କହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭବାନୀପାଟଣା ସଭାରେ ରାହୁଲ ଗାନ୍ଧୀଙ୍କ ସିଧାସଳଖ ଟାର୍ଗେଟ ରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି । ରାହୁଲ କହିଲେ ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ କଣ୍ଟ୍ରୋଲ । ଚୌକିଦାର ଯାହାକହିବେ, ନବୀନ ସେଥିରେ ହଁ ଭରିବେ । ସୂଚନା ଅନୁଯାୟୀ, ଭବାନୀପାଟଣା ସଭାରେ…

୧୩୨ କି.ମି. ରାଜପଥ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ପରିବହନ ତଥା ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ଗଡ଼କରୀ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ୨୩୪୫ କୋଟି ଟଙ୍କା ବିନିଯୋଗରେ ର୍ନିମାଣ ହେବାକୁ ଥିବା ୧୩୨…

ଅପରାଧୀଙ୍କୁ ଛାଡି ଚାଷୀଙ୍କ ପଛରେ ପୋଲିସ, ଦେଖନ୍ତୁ ଭିଡ଼ିଓ

https://youtu.be/aNRufZ2y8BA ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜଧାନୀରେ ହେବାକୁ ଥିବା ବିଶାଳ ଚାଷୀ ସମାବେଶକୁ ଭଣ୍ଡୁର କରୁବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସମ୍ପାଦକ ଅକ୍ଷୟ କୁମାର । ସୂଚନା ଅନୁଯାୟୀ, ଆଜି…

ଆସନ୍ତା ୭ରେ ବିଧାନସଭା ଘେରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା, ବେରୋଜଗାରୀ ହେବ ମୁଖ୍ୟ ପ୍ରସଙ୍ଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ବଢୁଥିବା ବେରୋଜଗାରୀକୁ ମୁଖ୍ୟ ପ୍ରସଙ୍ଗ କରି ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଏହି ମୋର୍ଚ୍ଚାର ନେତୃତ୍ୱ ନେବେ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷା ସାସଂଦ ପୁନମ ମହାଜନ । ରାଜ୍ୟ ଯୁବ ମୋର୍ଚ୍ଚାର…

ବିଧାନସଭା: ଚାଷୀ ଏବଂ ପଶ୍ଚିମବଙ୍ଗ ବିବାଦକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ଠାରୁ ବିଧାନସଭା ଶେଷ ଅଧିବେଶନ ଆରମ୍ଭ ହୋଇଛି । ବିରୋଧୀ ଦଳ ଏକାଠି ହୋଇ ସରକାରଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ଶାସକ ଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି । କୃଷି ଓ କୃଷକଙ୍କ ସମସ୍ୟା, ନିଯୁକ୍ତି, ନାରୀ ନିର୍ଯାତନା ପ୍ରସଙ୍ଗରେ…

ଆଜିଠୁ ଆରମ୍ଭ ହେଲା ବିଧାନସଭା, ମଙ୍ଗଳବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କ ସଫଳତାର ଗାଥା ବଖାଣିଛନ୍ତି । ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, ବିପର୍ଯ୍ୟୟକୁ କିପରି ମୁକାବିଲା କରିବାରେ ଓଡ଼ିଶା ସରକାର…

ରାଇରଙ୍ଗପୁରରେ ନବୀନ, ୬୦ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଇରଙ୍ଗପୁର ଓ କେନ୍ଦୁଝର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯାଇଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି…

ସୁଧୁରୁନି ରାଜ୍ୟ କଂଗ୍ରେସ, କଂଗ୍ରେସ ଭବନରେ ହତାହାତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି କଂଗ୍ରେସ ଭବନରେ ଅକ୍ରମଣର ଶିକାର ହୋଇଛନ୍ତି ଓଡ଼ିଶା ମତ୍ସ କଂଗ୍ରେସ ସଭାପତି ହଳଧର ସେଠି । ହଳଧର ସେଠିଙ୍କୁ ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ଗାଳି ଗୁଲଜ ସହ ଧକ୍କା ମାରିଲେ ଛାତ୍ର କଂଗ୍ରେସ ଆବାହକ । ସୂଚନା ଅନୁଯାୟୀ, ଛାତ୍ର କଂଗ୍ରେସର…