Browsing Tag

No matter how much you sleep

ଯେତେ ଶୋଇଲେ ବି ଆହୁରି ଆସୁଛି କି ନିଦ ? ହୋଇଯାନ୍ତୁ ସାବଧାନ, ଏହି ରୋଗରେ ହୋଇପାରନ୍ତି ଆକ୍ରାନ୍ତ

ଆମେ ସମସ୍ତେ ଶୋଇବାକୁ ଭଲ ପାଆନ୍ତି ଓ ଅଧିକାଂଶ ସମୟ ଆମେ ଶୋଇବାର ଉପକାର ବିଷୟରେ ଚିନ୍ତା କରି କିଛି ସମୟ ଅତିରିକ୍ତ ଶୋଇବାକୁ ମଧ୍ୟ ପସନ୍ଦ କରୁ । ବେଳେବେଳେ ଏହା କରିବା ଭଲ । କାରଣ ନିଜକୁ ଖୁସି ରଖିବା ଆମର ଦାୟିତ୍ବ । କିନ୍ତୁ ଯେତେବେଳେ ଅତିରିକ୍ତ ଘଣ୍ଟା ଶୋଇବା ପରେ ମଧ୍ୟ ଆପଣଙ୍କ ନିଦ…