ଲୀଳାଖେଳା ସାରି ନୀଳ କନ୍ଦରକୁ ବିଜେ ହେଉଛନ୍ତି ଶ୍ରୀଜିଉ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ହେଉଛି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ। ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବା ପରେ ଆଜି ଲେଉଟିଯିବେ ନୀଳକନ୍ଦରକୁ। ରଥଯାତ୍ରା ଶେଷ କରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ। ଏଥିପାଇଁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ପହଣ୍ଡି। ରଥଯାତ୍ରାରେ…