ନବରଙ୍ଗପୁର ର କୋଭିଡ ସ୍ଥିତି ପରଖିଲେ ସଞ୍ଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆଜି ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ କାର୍ଯ୍ୟାଳୟ ଗ୍ରସ୍ଥକରି କୋଭିଡ-୧୯ ବିରୋଧରେ କିପରି ପଦକ୍ଷେପ ନିଆଯିବ ଆଲୋଚନା କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ କିପରି ଆଗେଇ ନିଆଯିବ…