Browsing Tag

National

ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧର ରୂପଆରମ୍ଭ ହେଲା ଯୁଦ୍ଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧର ରୂପ ନେଇ ସାରିଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ସେନା ଅପରେସନ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି…

ଅଣ୍ଡରଓ୍ବାର୍ଲଡ୍‌ ଲିଙ୍କ୍‌ ଅଭିଯୋଗ: ନଓ୍ବାବ୍‌ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ED

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଏନ୍‌ସିପି ନେତା  ନଓ୍ବାବ୍‌ ମଲ୍ଲିକଙ୍କୁ ଘରୁ ଉଠାଇ ନେଲା ଇଡି । ଅଣ୍ଡରଓ୍ବାଲର୍ଡ ଲିଙ୍କ୍‌ ଅଭିଯୋଗରେ ଇଡି ତାଙ୍କୁ ପଚରା ଉଚରା କରୁଛି । ତେବେ ନଓ୍ବାବ୍‌ ମଲ୍ଲିକଙ୍କ ଗିରଫଦାରୀକୁ ନେଇ ସିଧାସଳଖ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଏନ୍‌ସିପି ଏବଂ ଶିବସେନା ।…

ଋଷ ବିରୋଧରେ କଡ଼ା ଅର୍ଥନୈତିକ କଟକଣା ଲଗାଇଲା ଆମେରିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଋଷ ବିରୋଧରେ କଡ଼ା ଅର୍ଥନୈତିକ କଟକଣା ଲଗାଇଲା ଆମେରିକା।  ପାଶ୍ଚାତ୍ୟ ରାଷ୍ଟ୍ର ସହ ଆର୍ଥିକ ଓ ବାଣିଜ୍ୟକ ସମ୍ପର୍କ ଉପରେ କଟକଣା ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହା ସହ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ପଠାଯିବା ସହ ଋଷ ବିରୋଧରେ ନାଟୋ ସୈନ୍ୟ…

କେତେ ବଢିଲା ସୁନା ପଢନ୍ତୁ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆନ୍ତର୍ଜାତୀୟ ବଜାରରେ ବୃଦ୍ଧି ଏବଂ ମୁଦ୍ରାସ୍ପୀତୀ ହ୍ରାସ ହେତୁ ସୁନା ଓ ରୂପା ମୂଲ୍ୟର ବୃଦ୍ଧି ଘଟିଛି । ସୁନା ୫୫୨ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୦,୫୧୮ରେ ପହଞ୍ଚିଛି । ଏହି ସୂଚନା HDFC ସିକ୍ୟୁରିଟିସ୍ ଦ୍ୱାରା ଦିଆଯାଇଛି । ଏହି କାରଣରୁ, ପୂର୍ବ ବାଣିଜ୍ୟ…

ଭୟାବହ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୭ ଜଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିମାଚଳ ପ୍ରଦେଶ ଉନାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୭ ଜୀବନ୍ତ ଜଳି ଯାଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଉନାର ହରୋଲି ଟାହଲିବାଲ ବାଥର ଶିଳ୍ପାଞ୍ଚଳରେ ଥିବା ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି ।…

୨୧ ଲକ୍ଷ ଦୀପରେ ଝଲସି ଉଠିବ ମହାକାଳ ନଗରୀ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୨୧ ଲକ୍ଷ ଦୀପରେ ଝଲସି ଉଠିବ ଉଜ୍ଜୈନ ସହର। ସହର ନାମରେ ଗିରିଜ୍ ବୁକ୍ ଅଫ ରେକର୍ଡ ତଥା ଲିମକା ବୁକ୍ ଅଫ ରେକର୍ଡ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରଥମେ ୧୧ ରୁ ୧୫ ଲକ୍ଷ ଦୀପ ଜଳାଇବାକୁ ଯୋଜନା କରାଯାଇଥିଲା। ମାତ୍ର ଏବେ ୨୧ ଲକ୍ଷ ଦୀପ ପ୍ରଜ୍ଜ୍ଵଳିତ କରାଯିବ।…

ଆଇଇଡି ବିସ୍ଫୋରଣରେ ଦୁଇ ଆଇଟିବିପି ଯବାନ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ମଣିପୁରରେ ଏକ ଆଇଇଡି ବିସ୍ଫୋରଣରେ ଆଇଟିବିପିର 2 ଜଣ ଯବାନ ଆହତ ହୋଇଛନ୍ତି । ଇମ୍ଫାଲରୁ ୪୫ କି.ମି. ଦୁର କାକାସିଙ୍ଗ ଜିଲ୍ଲାର ବାଂଗୁ ତେରା ଅଞ୍ଚଳରେ ସନ୍ଧ୍ୟା ୮ଟାରେ ଏହି ବିସ୍ଫୋରଣ ଘଟିଥିଲା। ଆହତ ହୋଇଥିବା କନଷ୍ଟେବଲ ଗୌରବ ରାୟ ଓ ଗିରିଜା ଶଙ୍କର ରାୟ…

ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ବର ସମେତ ୯ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି। ଏଭଳି ଦୁର୍ଘଟଣା ଘଟିଛି ରାଜସ୍ଥାନର କୋଟାରେ । ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । ଗତକାଲି ରାତିରେ ଗାଡିଟି ବରବାଡା ଠାରୁ ଉଜୈନ ଯାଉଥିବା ବେଳେ ସେହି ସମୟରେ ନାୟାପୁରା କଲଭର୍ଟର ଚାମ୍ବଲ ନଦୀରେ ଗାଡିଟି…

କୁମାର ବିଶ୍ଵାସଙ୍କୁ ମିଳିଲା Y ଶ୍ରେଣୀ ସୁରକ୍ଷା, ଜାଣନ୍ତୁ କାହିଁକି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ୍ ଆଦମୀ ପାର୍ଟି(ଆପ୍)ର ପୂର୍ବତନ ନେତା କୁମାର ବିଶ୍ଵାସଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇଛନ୍ତି କେନ୍ଦ୍ରସରକାର। ବିଶ୍ଵାସଙ୍କୁ ଓ୍ଵାଇ ଶ୍ରେଣୀ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସିଆରପିଏଫ ଜରିଆରେ…

ନୂଆ ରେଳପଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଆଜି ମହାରାଷ୍ଟ୍ର ଥାନେ ଓ ଦିବାକୁ ସଂଯୋଗ କରୁଥିବା ଦୁଇଟି ରେଳପଥର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୨ ରେଳପଥର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏକବିଂଶ ଶତାବ୍ଦୀ ପାଇଁ ଭିତ୍ତିଭୂମି ସୃଷ୍ଟି ଉପରେ ସରକାର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ…