Browsing Tag

National

ସରକାରୀ କର୍ମଚାରୀ: ହୋଲି ପୂର୍ବରୁ ମହଙ୍ଗା ଭତ୍ତା ୧୧ % ବୃଦ୍ଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସିର ଖବର । ହୋଲି ପୂର୍ବରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହାକି ଅପ୍ରେଲ୍‌ ୨୦୨୨ରୁ ଲାଗୁ ହେବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ନିଜ ଜନ୍ମ ଦିନ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଏହି ଭେଟି…

କେଁଉ ଦେଶରେ ଅଧିକ ସୁନ୍ଦରୀ ଜାଣନ୍ତୁ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନ୍ଦରୀଙ୍କ ଦେଶ ହେଉଛି ୟୁକ୍ରେନ. କିନ୍ତୁ ଏବେ ୟୁକ୍ରେନବାସୀ ଜୀବନ ବଞ୍ଚାଇବାକୁ ମାଗୁଛନ୍ତି ସାହାଯ୍ୟ। କିଏ ଦେଶ ଛାଡୁଛନ୍ତି। କିଏ ଖୋଜୁଛନ୍ତି ଆଶ୍ରୟ। ୟୁକ୍ରେନରେ ସ୍ଥିତି ଭୟଙ୍କର। ୟୁକ୍ରେନ୍‌ ବିଷୟରେ ଖୁବ୍‌ କମ୍ ଲୋକ ଜାଣନ୍ତି। ତେବେ ଆଜି ଆମେ ଆପଣଙ୍କୁ…

ଭାରତ ସରକାରଙ୍କୁ ଦାୟୀ କଲେ ୟୁକ୍ରେନ ଫେରନ୍ତା ଛାତ୍ର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିହାରର ଦିବ୍ୟାଂଶୁ ସିଂ ହଙ୍ଗେରୀ ସୀମା ଦେଇ ୟୁକ୍ରେନ ବାହାରକୁ ଆସିଥିଲେ । ଏହାପରେ ଭାରତ ଫେରିଥିଲେ । ଏନେଇ ସେ କହିଥିଲେ ଯେ, ଦୂତାବାସ ସେମାନଙ୍କୁ ହଙ୍ଗେରୀ ସୀମାରେ ଛାଡି ଦେଇଥିଲା । ଏହାପୂର୍ବରୁ କିଛି ସହାୟତା ଦୂତାବାସ ପକ୍ଷରୁ ପ୍ରଦାନ କରାଯାଇ ନଥିଲା ଓ ସେ…

ଚତୁର୍ଥ ଥର ୟୁଏନରେ ରୁଷ ବିରୋଧରେ ଗଲାନି ଭାରତ

ରୁଷ ବିରୋଧରେ ଗଲାନି ଭାରତ। ପ୍ରତିଥର ପରି ଏଥର ମଧ୍ୟ ମତଦାନରୁ ଦୂରେଇ ରହିଲା ଭାରତ। ୟୁକ୍ରେନ ଉପରେ ରୁଷର ଆକ୍ରମଣ ବିରୋଧରେ ଯାଞ୍ଚ ପ୍ରସ୍ତାବକୁ ନେଇ ଜାତିସଂଘରେ ହୋଇଥିବା ମତଦାନରୁ ଭାରତ ଓହରି ଯାଇଛି। ତେବେ ୟୁଏନଏଚଆରସି ୟୁକ୍ରେନ ବିରୋଧରେ ରୁଷର ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଏକ…

ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ଏସ୍.ଏଫ.ରୋଡ୍ରିଗସ୍‌ଙ୍କ ପରଲୋକ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏସ.ଏଫ. ରୋଡ୍ରିଗ୍ସଙ୍କ ପରଲୋକ ହୋଇଛି। ଜେନେରାଲ ରୋଡ୍ରିଗ୍ସ ୧୯୯୦ରୁ ୧୯୯୩ ମସିହା ପର୍ଯ୍ୟନ୍ତ ଦେଶର ସ୍ଥଳସେନାଧ୍ୟକ୍ଷ ଥିଲେ। ସେନାରୁ ଅବସର ନେବା ପରେ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ପଞ୍ଜାବ ଗଭର୍ଣ୍ଣର ମଧ୍ୟ ଥିଲେ। ୮୮ ବର୍ଷ…

ଖାରକିଭ୍ରୁ ଆଉ 65 ଛାତ୍ରଙ୍କୁ ଉଦ୍ଧାର କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ…

ୟୁକ୍ରେନର ସଂଗୀତଜ୍ଞ ବନିଗଲେ ଯୋଦ୍ଧା

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଋଷର ସୈନ୍ୟମାନେ ୟୁକ୍ରେନ ଉପରେ ସର୍ବଦଳୀୟ ଆକ୍ରମଣ କରିଛନ୍ତି । ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ବର୍ତ୍ତମାନ ବଡ ସଂଗୀତଜ୍ଞ ଏବଂ ସେଲିବ୍ରିଟିମାନେ ନିଜ କାମ ଛାଡି ଯୁଦ୍ଧ ଖବରଦାତା ପଲାଟିଯାଇଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ୟୁକ୍ରେନର ଯନ୍ତ୍ରଣାଦାୟକ…

ଜନ୍ମଭୂମିକୁ ଫେରିଲେ ଆଉ ୩୭ ଓଡ଼ିଆ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଜାରି ରହିଛି ମିଶନ । ଆଜି ଯୁଦ୍ଧଭୂମିରୁ ଜନ୍ମଭୂମିକୁ ଫେରିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ । ୟୁକ୍ରେନରୁ ଆଉ ୩୭ ଓଡ଼ିଆ ଛାତ୍ରଛାତ୍ରୀ ଫେରିଛନ୍ତି । ରାଜ୍ୟ ସରକାରଙ୍କ ସହାୟତାରେ ଯୁଦ୍ଧ ଭୂମିରୁ…

ୟୁକ୍ରେନରେ ଆକ୍ରମଣର ଶିକାର ହେଲେ ଆଉ ଜଣେ ଭାରତୀୟ ଛାତ୍ର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଛାତ୍ର.2ଦିନ ତଳେ ଜଣେ ଛାତ୍ରଙ୍କ ମୃତ୍ୟୁ ହେବାର କିଛି ଦିନ ପରେ ୟୁକ୍ରେନର ରାଜଧାନୀ କିଭରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

୭ ଦିନରେ ଦେଶ ଛାଡ଼ି ପଳାଇଲେଣି ୧୦ ଲକ୍ଷ ୟୁକ୍ରେନ୍‌ବାସୀ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସପ୍ତାହ ଭିତରେ ଋଷର ଆକ୍ରମଣ ପରଠାରୁ ୟୁକ୍ରେନ ଛାଡି ପଳାଇଛନ୍ତି ୧ମିଲିୟନ ଲୋକ ଅର୍ଥାତ ୧୦ ଲକ୍ଷ ଲୋକ UNHCR ଗଣନା ଅନୁସାରେ ୟୁକ୍ରେନର ଜନସଂଖ୍ୟାର ୨ ପ୍ରତିଶତରୁ ଅଧିକ । ୨୦୨୦ ଶେଷରେ ବିଶ୍ୱ ବ୍ୟାଙ୍କ ଏହାର ଜନସଂଖ୍ୟାକୁ ୪୪ ଲକ୍ଷ ବୋଲି କହିଥିଲା । ମିଳିତ…