Browsing Tag

napkin

ଦେଶର ପ୍ରଥମ ସାନିଟାରି ନାପକିନ ମୁକ୍ତ ଗାଁ ହେବ କୁମ୍ବଲାଙ୍ଗୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାକ୍ଷରତା ସହିତ ଅନେକ କ୍ଷେତ୍ରରେ କେରଳ ଦେଶରେ ଆଗୁଆ ରହିଛି। ତେବେ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାରେ ଏବେ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି । ଜିଲ୍ଲାର କୁମ୍ବଲାଙ୍ଗୀ ଗାଁ ଦେଶର ପ୍ରଥମ ସାନିଟାରି ନ୍ୟାପକିନ ମୁକ୍ତ ଗାଁ ହେବାକୁ ଯାଉଛି। ଏହି ଗାଁରେ ୧୮ ବର୍ଷରୁ ଅଧିକ…