Browsing Tag

Murder

ଡେମୋ ଦେଖାଇଲା ଅଭିଯୁକ୍ତ ଶିବପ୍ରସାଦ ସାହୁ

କଟକ : ମାହାଙ୍ଗା କୁସୁପୁରୁ ଗଣ ହତ୍ୟା ଘଟଣାର କ୍ରାଇମ ରିକ୍ରିଏସନ । ଡେମୋ ଦେଖାଇବ ଅଭିଯୁକ୍ତ ଶିବପ୍ରସାଦ ସାହୁ । କେମିତି ୫ଜଣଙ୍କୁ ହାଣି କରିଥିଲା ହତ୍ୟା ? ମାହାଙ୍ଗା ଗଣସଂହାର ଘଟଣାରେ ଆଜି କ୍ରାଇମ ରିକ୍ରିଏସନ । ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ ଘଟଣାସ୍ଥଳକୁ ନେଇ କ୍ରାଇମ…

ଶାବଳରେ ଭୁସି ଶ୍ୱଶୁରକୁ ହତ୍ୟା କଲା ବୋହୂ

ବାଲେଶ୍ୱର : ବାଲେଶ୍ଵର ରେମୁଣା ଥାନା ବଡପାଳ ପଞ୍ଚାୟତ କାକବରାଇ ଗ୍ରାମରେ ବୃଦ୍ଧଙ୍କୁ କରାଯାଇଛି ବିଭତ୍ସ ହତ୍ୟା । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁସି ହତ୍ୟା କରାଯାଇ ଥିବା ଅଭିଯୋଗ । ବୃଦ୍ଧ ଜଣକ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରିଛି ।…

ପରିବାରକୁ ଗଣହତ୍ୟା ମାମଲାରେ ଘରକୁ ସିଲ କଲା ପୋଲିସ

କଟକ: କଟକ କୁସୁପୁରରେ ଅଲେଖ ସାହୁଙ୍କ ପରିବାରକୁ ଗଣହତ୍ୟା ମାମଲା। ମାହାଙ୍ଗା ପୋଲିସ ତରଫରୁ ଘରକୁ ସିଲ କରାଯାଇଛି। ଏହାସହ ଏକ ନୋଟିସ ଜାରିକରିଛି ମାହାଙ୍ଗା ପୋଲିସ। ଅଭିଯୁକ୍ତଙ୍କ ସ୍ତ୍ରୀକୁ ପଚାର ଉଚରା କରିଥିବା ବେଳେ ସ୍ଥାନୀୟ ଲୋକ ମାନେ ଏହି ହତ୍ୟା ଘଟଣା କୁ ସହଜରେ ଗ୍ରହଣ…

ରାଜଧାନୀରେ ମର୍ଡର୍ : ସ୍ଵାମୀଙ୍କ ମୃତ, ସ୍ତ୍ରୀ ଓ ପିଲା ଗୁରୁତର

ଭୁବନେଶ୍ଵର : ରାଜଧାନୀରେ ଯୁବକଙ୍କୁ ହତ୍ୟା । ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ସ୍ୱାମୀ ସ୍ତ୍ରୀ ଓ ତାଙ୍କର ଛୋଟ ପିଲା ଶୋଇଥିବା ଅବସ୍ଥା ରେ ଆକ୍ରମଣ କରିଥିବା ନେଇ ସୂଚନା ମିଳିଛି । ତେବେ ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲା କୁ ଡାକ୍ତରଖାନା…

ମାନସ ସ୍ୱାଇଁ ହତ୍ୟା ମାମଲା: ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ତନାଘନା

ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ପ୍ରକୃତ ଦୋଷୀ ପାଖରେ ପହଂଚି ପାରି ନାହିଁ ପୋଲିସ୍ । ଏହି ମାମଲା କ୍ରାଇମବ୍ରାଞ୍ଚ ହାତକୁ ଗଲା ପରେ ଏହାର ତଦନ୍ତର ମୋଡ଼ ବଦଳିଛି । ଆଜି ମଧ୍ୟ ତନାଘନା ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରର ଦୟାଲ ବୃଦ୍ଧାଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍…

ଗୋଷ୍ଠୀ ସଂଘର୍ଷରୁ ୪ ଜଣଙ୍କୁ ହତ୍ୟା

ଗଞ୍ଜାମ : ହିଞ୍ଜିଳିକାଟୁରେ ହତ୍ୟାକାଣ୍ଡ । ଗଞ୍ଜାମ ଜିଲ୍ଲା ଆସ୍କାର ଶେରଗଡ ଥାନା ଅଧିନସ୍ଥ ପିତଳ ଛକ ନରେନ୍ଦ୍ରପୁରରେ ରାତି ପ୍ରାୟ ୧୨ଟାରୁ ପରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ପିତଳ ଛକରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ଦୁଇ…

ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଏହାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଏହା ପରଠୁ ଶର୍ମିଷ୍ଠାଙ୍କୁ ପୁଲିସ ଖୋଜୁଥିବା ବେଳେ ତାଙ୍କର ପତ୍ତା ପାଇ ପାରୁନାହିଁ।…

ସେବାୟତ ହତ୍ୟା ଘଟଣା: ୬ ଜଣ ଅଟକ

ପୁରୀ : ଗତ ୧୬ ତାରିଖ ଦିନ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଗୁନ ସିଂହାରୀର ଭାଇ ଓ ପୁତୁରା । ଏନେଇ ପ୍ରେସ୍‌ମିଟ କରି ସୂଚନା ଦେବେ ପୁରୀ ଏସ୍‌ପି କେ. ବିଶାଲ ସିଂହ । ୨୦୧୨ ଗୁନ…

ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା: ନୟାଗଡରେ ପୋତିଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅପହରଣ-ହତ୍ୟା ମିଷ୍ଟ୍ରୀ। ନାଟକୀୟ ମୋଡ଼ରେ ଏକ ହତ୍ୟାକାଣ୍ଡ ଘଟି ଯାଇଛି। ଚାନ୍ଦବାଲିରୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ପେଶାରେ ସାମ୍ବାଦିକ ବୋଲି ଜଣାପଡିଛି।…

ହତ୍ୟାର ପ୍ରତିଶୋଧ ନେବାକୁ ହତ୍ୟା, ଗୋଡ଼ାଇ ଗୋଡ଼ାଇ ହାଣିଲେ

ସମ୍ବଲପୁରରେ ଅଭାବନୀୟ ଘଟଣା ଘଟିଯାଇଛି। ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣକୁ ହତ୍ୟା କରା ଯାଇଛି। ମୃତକ ଜଣକ ହେଉଛନ୍ତି କମଳ ବାଗ । ଗତବର୍ଷ ଅଗଷ୍ଟ ମାସରେ କମଳ ବାଗଙ୍କ ପରିବାର ମାଖନୀ ବାଗ ନାମକ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ବୃଦ୍ଧା ଜଣଙ୍କୁ ହତ୍ୟା କରିବା ପରେ…