Browsing Tag

Mumbai: 7 dead

୭ ମହଲା ବିଲ୍ଡିଂରେ ଲାଗିଲା ନିଆଁ; ୭ମୃତ, ୪୬ ଆହତ

ମୁମ୍ବାଇରେ ୭ ମହଲା ବିଲ୍ଡିଂରେ ଲାଗିଲା ନିଆଁ । ୭ମୃତ, ୪୬ ଆହତ ହୋଇଥିବା ସୂଚନା। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଗୋରେଗାଓଁର ଏକ ୭ ମହଲା ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କ ମଧ୍ୟରୁ ୨ଜଣଙ୍କ…