କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ ଆଜି ; ବିଶ୍ୱେଶ୍ୱର ଟୁଡୁ ହୋଇ ପାରନ୍ତି ମନ୍ତ୍ରୀପଦ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରିମଣ୍ଡଳ ସଂପ୍ରସାରଣ। ନୂଆ ମନ୍ତ୍ରିମଣ୍ଡଳରେ ୬ କ୍ୟାବିନେଟ୍ ସହ ୨୦ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିପାରେ। ମୋଦିଙ୍କ ଏହି ଡ୍ରିମ ଟିମରେ ଓଡିଆ ସାଂସଦଙ୍କୁ ଚାନ୍ସ ମିଳିବ ବୋଲି ଚର୍ଚ୍ଚା ହେଉଛି । ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ…