ମରୁଡି ପରିସ୍ଥିତିକୁ ସରକାର ଏ ପର୍ଯ୍ୟନ୍ତ ଗମ୍ଭୀରତାର ସହ ନେଉନାହାନ୍ତି : ମନମୋହନ ସାମଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ମରୁଡି ସ୍ଥିତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି, ବିଜେପିର ୪ ଟିମ୍ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଥିଲେ । ମନମୋହନ ସାମଲ, ବସନ୍ତ ପଣ୍ଡା, ପ୍ରଦୀପ ପୁରୋହିତ ଓ ମୋହନ ମାଝୀଙ୍କ…