ଆରମ୍ଭ ହେଲା ମୋ ପୋଖରୀ ସହରାଞ୍ଚଳ ନବୀକରଣ କାର୍ଯ୍ୟକ୍ରମ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଆରମ୍ଭ ହୋଇଛି ମୋ ପୋଖରୀ ସହରାଞ୍ଚଳ ନବୀକରଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ବୃହତ ଜଳାଶୟଗୁଡ଼ିକର ନବୀକରଣ ହେବ।
ଏହି ଯୋଜନାରେ କଟକର ୧୫ଟି ପ୍ରମୁଖ ତଥା ପୁରାତନ ପୋଖରୀ ଏଥିରେ ସ୍ଥାନ…