ମନ୍ଦିର ପରିସରରେ ଅନୈତିକ ସମ୍ପର୍କ ରଖି ମେଘେଶ୍ୱର ମନ୍ଦିର ମୁଖ୍ୟ ପୂଜକ ଗିରଫ, ଭିଡ଼ିଓ ଭାଇରଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନ୍ଦିର ପରିସରରେ ମହିଳାଙ୍କ ସହ ସମ୍ପର୍କ ରଖିବା ସହ ଭିଡିଓ ନିଜେ ଭାଇରାଲ କରିବା ଘଟଣାରେ ଭୁବନେଶ୍ବର ମେଘେଶ୍ୱର ମନ୍ଦିର ମୁଖ୍ୟ ପୂଜକ ଗଂଗାଧର ମିଶ୍ର ଗିରଫ ।
ସୂଚନା ଅନୁଯାୟୀ, ଆଜି ବଡଗଡ ଥାନା ପୋଲିସ ଗଂଗାଧରଙ୍କୁ କୋର୍ଟଚାଲାଣ କରିଛି । କିଛି ଦିନ ତଳେ…