ଫେବୃୟାରୀ 6 ରୁ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ
ଓଡିଶା ଫାଷ୍ଟ( ବ୍ୟୁରୋ): ଫେବୃୟାରୀ 6 ରୁ ଉପଲବ୍ଧ ହେବ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ଏହି ଆଡମିଟ୍ କାର୍ଡ www.bseodisha.ac.in ରେ ଉପଲବ୍ଧ ହେବ । ଏହି ୱେବସାଇଟରୁ ନିଜ ନିଜ ଲଗଇନ ଓ ପାସୱାର୍ଡ ବ୍ୟବହାର କରି ସ୍କୁଲର ପ୍ରଧାନଶିକ୍ଷକ ଓ…