ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ; ମେୟରଙ୍କ ସମେତ ୧୮ ଜଣ ମୃତ
ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି ।
ଦୁର୍ବୃତ୍ତଙ୍କ ଗୁଳିରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କିଛି ଲୋକ ଆହତ ହୋଇଛନ୍ତି । ୩ଜଣ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଘଟଣାରେ ମେକ୍ସିକୋ ସିଟିର ମେୟର…