ଯୋଜନା ନାମକୁମାତ୍ର କାନ୍ଧରେ ବୁହାହେଲା ଶବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରୟାଣ ଯୋଜନାରେ ଅବହେଳା । ଶବକୁ କେତେବେଳେ କାନ୍ଧରେ ତ କେତେବେଳେ ମୋଟର ସାଇକେଲରେ ତ ଆଉ କେତେବେଳେ ଭାରା ସାହାଯ୍ୟରେ ବୋହିନେଇ ଯାଉଥିବା ଦେଖିବାକୁ ମିଳିଛି। ଆଜି ସେହିପରି ଏକ ଘଟଣାର ପୁନରାବୃତ୍ତି ଘଟିଛି। ମାଆର ମୃତ୍ୟୁ ଶରୀରକୁ ଧରି ପ୍ରାୟ ୩ ଘଣ୍ଟା…