ବୈପାରିଗୁଡାରେ ନିଆରା ଢଙ୍ଗରେ ରଜ ଉତ୍ସବ ପାଳିଲେ ମହିଳା ଏବଂ ଯୁବତୀ
ଓଡ଼ିଶା ଫାଷ୍ଟ(ସରୋଜ କୁମାର ଲେଙ୍କା): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ପ୍ରଥମଥର ନିଆରା ଢଙ୍ଗରେ ମହିଳା ଏବଂ ଯୁବତୀମାନେ ମୁହଁରେ ମାସ୍କ ଏବଂ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରି ପାଳନ କରିଛି ରଜ ଉତ୍ସବ । ସଭ୍ୟ ଶିକ୍ଷିତ ସମାଜ ଅତ୍ୟାଧୁନିକତାର ବଶବର୍ତି ହୋଇ…