Browsing Tag

jamuna express

ଦୁର୍ଘଟଣାରେ ଗଲା ୭ ଜୀବନ

ଲଖନଉ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉତ୍ତରପ୍ରଦେଶର ମଥୁରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଯମୁନା ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏକ କାରକୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ୭ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ଉଦ୍ଧାରକାରୀ ଟିମ୍ ଖବର ପାଇବା ପରେ ଘଟଣାସ୍ଥଳରେ…