Browsing Tag

Jagannath temple

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବୟାନ ବାଜି!

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିରକୁ ନେଇ ଆରମ୍ଭ ହୋଇଛି ବୟାନ ବାଜି। ବଡ଼ଦେଉଳକୁ ନେଇ ରାଜନୀତି କରନାହିଁ ବୋଲି ସବୁ ରାଜନୈତିକ ଦଳ କହୁଛନ୍ତି । କିନ୍ତୁ ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳକୁ ନେଇ ଜୋରଧରିଛି ରାଜ୍ୟ ରାଜନୀତି । ନେତାଙ୍କ ମଧ୍ୟରେ ଲାଗିରହିଛି ତୁ ତୁ ମେମେ ।…

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ ଅନୁମତି

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ। ଉଭୟ ଶ୍ରୀମନ୍ଦିର ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ପରେ ଆଜିଠୁ ଏହି ଦର୍ଶନ ବ୍ଯବସ୍ଥା ଆରମ୍ଭ ହୋଇଛି । ଭକ୍ତଙ୍କୁ…

ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ଚୌହଦିରେ ବେଆଇନ ନିର୍ମାଣକୁ ବିରୋଧ କରି ଆଜି ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା । ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେଉଛନ୍ତି ଜିଲ୍ଲା ଆଇନଜିବୀ ସଂଘ ଓ ଉକ୍ରଳ ଛାତ୍ର ସଂଘ । ସେପଟେ କିନ୍ତୁ ପଦଯାତ୍ରା…

ଶ୍ରୀମନ୍ଦିର କେବେ ଖୋଲା, କେବେ ବନ୍ଦ

ପୁରୀ: କରୋନା ମହାମାରୀ ଓ ପାର୍ବଣ ଭିତରେ ଆସିଲା ଶ୍ରୀମନ୍ଦିର ପାଇଁ କାର୍ତ୍ତିକ ମାସ ଗାଇଡଡଲାଇନ୍। ପ୍ରମୁଖ ପର୍ବ ପର୍ବାଣୀରେ ବନ୍ଦ ରହିବ ଜଗା ଦର୍ଶନ। ତେବେ କେଉଁ ପର୍ବରେ ମନ୍ଦିର ଖୋଲା ରହିବ ଓ କେଉଁ ପାର୍ବଣରେ ବନ୍ଦ ରହିବ ଜାଣି ରଖନ୍ତୁ ଓ ପୁରୀ ଯିବାକୁ ଯୋଜନା କରୁଥିଲେ ଆଉ ଥରେ…

ଆଜିଠୁ ସେବାୟତ ପରିବାର ଯାଇ ପାରିବେ ଶ୍ରୀମନ୍ଦିର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀର୍ଘଦିନର ଅପେକ୍ଷା । ଭକ୍ତର ଧୌର୍ଯ୍ୟରେ ଯବନିକା । ଏତେ ଦିନ ପରେ ଆଜି କାଳିଆ ସାଆନ୍ତଙ୍କୁ ସ୍ୱଚକ୍ଷୁରେ ଦେଖିବ ଭକ୍ତ । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ସଦସ୍ୟ ଜଗା ଦର୍ଶନ କରିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ।…

୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ । ଭକ୍ତ ଙ୍କ ପାଇଁ ଖୋଲିଲେ ସିଂହଦ୍ୱାର । ଆଜି ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ୧୬ ତାରିଖ ସୋମବାର ଦିନ ଶ୍ରୀମନ୍ଦିର…

ଶ୍ରୀମନ୍ଦିର ସମସ୍ତ ସେବକଙ୍କ ହେବ ସ୍ବାସ୍ଥ୍ୟ ବୀମା: ଡଃ କ୍ରିଷନ୍ କୁମାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଦାସର୍ବଦା ଶ୍ରୀମନ୍ଦିର ର ସୁଚାରୁରୂପେ ପରିଚାଳନା ଏବଂ ସେବାୟତଙ୍କ ସମସ୍ତ ସୁବିଧା ଅସୁବିଧା ସମ୍ୱନ୍ଧରେ ତତ୍ପରତା ଦେଖାଇ ଅନେକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଡଃ କ୍ରିଷନ୍ କୁମାର । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍…

ଶ୍ରୀମନ୍ଦିରରେ ବସନ୍ତ ପଞ୍ଚମୀ, ଅନୁକୂଳ ହେଲା ରଥକାଠ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଘ ଶୁକ୍ଳ ପଞ୍ଚମୀ ତିଥି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ବସନ୍ତ ପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଅଛି । ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୪୫ ହୋଇ ଭିତର ଶୋଧ ଘ.୬.୨୦ ଏବଂ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଘ.୬.୩୫ ରେ ସମ୍ପର୍ଣ୍ଣ ପରେ ମହାପ୍ରଭୁଙ୍କ…

ଶ୍ରୀମନ୍ଦିରର ତିନି ଦ୍ୱାର ରୂପା ଛାଉଣୀ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରର ତିନି ଦ୍ୱାର ରୂପା ଛାଉଣୀ ପ୍ରକ୍ରିୟା । ମୁମ୍ବାଇରୁ ଏକ ୫ ଜଣିଆ ବିଶେଷଜ୍ଞ ଦଳ ପୁରୀ ଆସିବା ସହ ମନ୍ଦିରର ଦ୍ୱାରଗୁଡିକର ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୁମ୍ବାଇ ଏହି ୫ ଜଣିଆ ବିଶେଷଜ୍ଞ ଦଳ ଦ୍ୱାର ଗୁଡିକ ମାପିଥିବା…

ବହୁଡିବେ ଜଗନ୍ନାଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାରଙ୍କ ଅଧ୍ୟକ୍ଷତାରେ ରୋଡ ମ୍ୟାପ ପ୍ରସ୍ତୁତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ବହୁଡିବେ ଜଗନ୍ନାଥ । ଏହି ବାହୁଡା ଉତ୍ସବ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣ କୁମାରଙ୍କ ଅଧ୍ୟକ୍ଷତାରେ ରୋଡ ମ୍ୟାପ ପ୍ରସ୍ତୁତ ହୋଇଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳା ରକ୍ଷା ପାଇଁ ଆଜି ରାତି ୧୦ଟାରୁ ୨ତାରିଖ ରାତି ୧୦ଟା…