ଇସ୍ରୋ ଆରମ୍ଭ କରିବ ଶୁକ୍ର ମିଶନ
ସଫଳ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି। ଆମ ସୌର ଜଗତର ଉଜ୍ଜ୍ବଳତମ ଗ୍ରହ ଶୁକ୍ର ମିଶନ ନେଇ ଇସ୍ରୋ ପ୍ରସ୍ତୁତି ଚଳାଇଛି ବୋଲି ଏହାର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ଶୁକ୍ର ଗ୍ରହକୁ ଯେଉଁ…