କ୍ରିକେଟ ହେଲା କାଳ : ୩ ମହଲା ଛାତରୁ ପଡି କନଷ୍ଟେବଳ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କ୍ରିକେଟ ହେଲା କାଳ । କ୍ରିକେଟ ନିଶାରେ ଓଏସଏପି କନଷ୍ଟେବଳ ଯୋଗେଶ୍ୱର ଦାଶ (୨୭) ୩ ମହଲା ଛାତରୁ ପଡି ପ୍ରାଣ ହରାଇଛନ୍ତି। ସେ ଚାନ୍ଦିଲି ନିୟୁଆରୋ ବିଲ୍ଡିଂର ଫୋର୍ସ ବ୍ୟାରେକରେ ରହୁଥିଲେ। ଗତ ରାତି ୯ଟା ସମୟରେ ସେ ଛାତ ଉପରେ ବସି ଆଇପିଏଲ ମ୍ୟାଚ ଦେଖୁଥିବା ସମୟରେ…