Browsing Tag

Indian Navy Inducts 341 Women Sailors Under Agniveer Scheme

ପ୍ରଥମକରି ଭାରତୀୟ ନୌସେନାରେ ୩୪୧ ମହିଳା ଅଗ୍ନିବୀର ହେଲେ ନିଯୁକ୍ତ

ଭାରତୀୟ ନୌସେନା ପ୍ରଥମ କରି ମହିଳା ନାବିକଙ୍କୁ ସାମିଲ କରିଛି । ନୌସେନା ମୁଖ୍ୟ ଆଡ୍‌ମିରାଲ ଆର୍‌. ହରି କୁମାର ଶନିବାର ଏ ନେଇ ସୂଚନା ଦେଇଛନ୍ତି । ଅଗ୍ନିବୀର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୩ ହଜାର ଜଣଙ୍କୁ ନୌସେନାରେ ଭର୍ତ୍ତି କରାଯାଇଛି । ଏଥିରେ ୩୪୧ ଜଣ ମହିଳା ଅଛନ୍ତି । ସୂଚନା…