ଭାରତୀୟ ସେନା-ଆତଙ୍କବାଦୀ ମୁହାଁମୁହିଁ; ୩ ସହିଦ
ଜାମ୍ମୁ କାଶ୍ମୀର ରଜୌରୀରେ ଆତଙ୍କବାଦୀଙ୍କ ହମଲା । ଆତଙ୍କୀ ହମଲାରେ ୨ ସେନା ଅଧିକାରୀ ଓ ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରଜୌରୀର ବାଜିମଲ୍ ଜଙ୍ଗଲରେ ଆତଙ୍କବାଦୀ ମାନେ ଲୁଚିଥିବା ନେଇ ସେନା ଖବର ପାଇଥିଲା । ଖବର ପାଇବାପରେ…