Browsing Tag

Huge Amount Of Cash Recovered From TMC MLA’s Offices

ପୁଣିଥରେ ଟିଏମ୍‌ସି ବିଧାୟକଙ୍କ ଘରୁ କୋଟି କୋଟି ନଗଦ ଟଙ୍କା ଦେଖି ତାଜୁବ

ପଞ୍ଚିମବଙ୍ଗ ରାଜନୀତିରେ ପୁଣିଥରେ ଦେଖିବାକୁ ମିଳିଛି ଟଙ୍କାର ପାହାଡ଼। ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହ ଜଡ଼ିତ ଶିକ୍ଷା ଠକେଇ ପରେ ଏବେ ପୁଣି ବିବାଦ ଘେରକୁ ଆସିଛି ଟିଏମ୍‌ସି। ମୁର୍ସିଦାବାଦରୁ ଟିଏମ୍‌ସି ବିଧାୟକ ଥିବା ଜାକିର ହୁସୈନଙ୍କ ଘରୁ ଜବତ ହୋଇଛି ୧୦.୯୦ କୋଟି ଟଙ୍କା। ଆୟକର ବିଭାଗ…