ଏହି ସପ୍ତାହର ରାଶିଫଳ(୧୫ ଅକ୍ଟୋବର ୨୦୨୬ ରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ)
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ସପ୍ତାହରେ ଜଳ ବିଷୁବ (ତୁଳା) ସଂକ୍ରାନ୍ତି, ଶରଣ ଓ ଶାରଦୀୟ ଦଶହରା
ମେଷ -: କର୍ମକ୍ଷେତ୍ରରେ ପଦୋନ୍ନତି ଏବଂ ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହୁଅନ୍ତୁ।ଜମିଜମା ବିବାଦ ଓ ଭାଇବନ୍ଧୁଙ୍କ ସହ ବିରୋଧ, ମା ' ଦୁର୍ଗାଙ୍କୁ…