ସାପ୍ତାହିକ ରାଶିଫଳ (ତା ୨୪/୦୯/୨୦୨୬ ଠାରୁ ତା ୩୦/୦୯/୨୦୨୬ ପର୍ଯ୍ୟନ୍ତ)
ଓଡ଼ିଶା ଫାଷ୍ଟ(ବ୍ୟୁରୋ):
ମେଷ -: ସପ୍ତାହ ର ପ୍ରାରମ୍ଭ ରୁ ଅର୍ଥାଗମ,ସୁଖପ୍ରାପ୍ତି,ଘାତବାର ରବିବାର ଦିନଟି ଶନି ଚନ୍ଦ୍ର ଯୁକ୍ତ ହେତୁ ଅର୍ଥବ୍ୟୟ,ମନ ଅବସାଦ ରହିବ, ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
ବୃଷ -: ସପ୍ତାହ ଟି ପ୍ରାୟ କର୍ମକ୍ଷେତ୍ର ରେ ସମୟ କାଟିବେ। ବେସରକାରୀ ସ୍ତର ରେ…