Browsing Tag

Happy freeze inaugurated at old station bazar

ପୁରୁଣା ଷ୍ଟେସନ ବଜାରରେ ହାପି ଫ୍ରିଜ ଉଦଘାଟିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଡିସିପି ଶ୍ରୀ ଅନୁପ କୁମାର ସାହୁ, ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ 'ହାପି ଫ୍ରିଜ' ର ଉଦଘାଟନ କରିଛନ୍ତି । ବିଶ୍ୱ ଖାଦ୍ୟ ସପ୍ତାହ ଅବସରରେ ଆଜି ଯୁବକ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ପୁରୁଣା ଷ୍ଟେସନ ବଜାର ଠାରେ ଭୁବନେଶ୍ୱର ଡିସିପି…