ଋଣ ଭାରରୁ ମୁକ୍ତି ପାଇଁ ମଙ୍ଗଳବାର ଦିନ ସକାଳୁ କରନ୍ତୁ ଏହି ଉପାୟ
ଆମ ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନଟି ହନୁମାନଙ୍କୁ ଅର୍ପଣ କରାଯାଇଛି । କୁହାଯାଏ ଯେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ କଷ୍ଟ ଓ ଅସୁବିଧା ରୁ ମୁକ୍ତି ମିଳିଥାଏ । ମାନ୍ୟତା ରହିଛି ଯେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇ ଥାଆନ୍ତି । ଯଦି ଆପଣ ବ୍ୟବସାୟ ରେ…