Browsing Tag

greneda attack

ପଠାନକୋଟରେ ଗ୍ରେନେଡ ମାଡ଼, ବାଇକରେ ଆସି ଫିଙ୍ଗିଲେ ୨ ବ୍ୟକ୍ତି

ପଞ୍ଜାବର ପଠାନକୋଟରେ ଗ୍ରେନେଡ ହମଲା । ପଠାନକୋଟର ଆର୍ମି କ୍ୟାମ୍ପର ମୁଖ୍ୟ ଗେଟ୍ ଉପରେ ଗ୍ରେନେଡ ମାଡ କରାଯାଇଛି । ଦୁଇ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଆସି ଗ୍ରେନେଡ ମାଡ କରିଥିବା ଜଣାପଡିଛି । ସିସିଟିଭି ଆଧାରରେ ଛାନଭିନ୍ ଆରମ୍ଭ କରିଛି ପୋଲିସ । ହମଲାରେ କୌଣସି କ୍ଷୟକ୍ଷତି ହୋଇନଥିବା…