ଗୋପାଳପୁର ବିଧାୟକଙ୍କୁ ଅଟକାଇଲେ ବିଜେଡି କର୍ମୀ ଓ ପୋଲିସ
ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକଙ୍କୁ ଅଟକାଇଲେ ବିଜେଡି କର୍ମୀ ଓ ପୋଲିସ । ଲାଞ୍ଜିପଲ୍ଲୀ ଓଭରବ୍ରିଜରେ ବିଜେଡି କର୍ମୀ ଅଟକାଇଛନ୍ତି । ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ପ୍ରଦୀପ । ଫାଇଭ-ଟି ସଚିବଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ସେ କହିଥିଲେ, ମୁଁ…