Browsing Tag

Gopal was threatened by the minister’s friend Manoj

ମନ୍ତ୍ରୀ ନବଦାସ ହତ୍ୟା ମାମଲା, ଗୋପାଳଙ୍କୁ ଧମକାଇଥିଲେ ମନ୍ତ୍ରୀଙ୍କ ଲୋକ ମନୋଜ

ବହୁଚର୍ଚ୍ଚିତ ମନ୍ତ୍ରୀ ନବଦାସ ହତ୍ୟା ମାମଲା । ଆସିଲା ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ମନ୍ତ୍ରୀଙ୍କ ଲୋକ ଗୋପାଳଙ୍କୁ ଧମକାଇଥିବା ରିପୋର୍ଟରେ ଉଲ୍ଲେଖ । ମନ୍ତ୍ରୀଙ୍କ ଲୋକ ମନୋଜ ବରିହା ଧମକ ଦେଇଥିଲା । ଧମକ ପାଇ ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ ଗୋପାଳ । ପଲିଗ୍ରାଫ ଟେଷ୍ଟରେ ମୋଟ…