ଗଞ୍ଜେଇ ବେପାରୀଙ୍କ ଠାରୁ ୭୫ ଲକ୍ଷ ଟଙ୍କା ଓ ଗଞ୍ଜେଇ ଜବତ କଲା କଟକ ପୋଲିସ
ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଟକ ସହରକୁ ଡ୍ରଗ୍ସକୁ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରଯାଇଛି । ଗତକାଲି ସ୍ପେଶାଲ ସ୍କୁୱାର୍ଡ଼ ଓ ବାଦାମବାଡ଼ି ପୋଲିସ ମିଳିତ ଚଢ଼ାଉକରି ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୭୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ…