ମହାତ୍ମା ଗାନ୍ଧିଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ପାଇଁ ଆମେରିକା କଂଗ୍ରେସରେ ପ୍ରସ୍ତାବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ ଦିଆଯାଇଛି । ଆମେରିକାର ଜଣେ ବରିଷ୍ଠ ସାଂସଦ ଗତ ଶୁକ୍ରବାର ପ୍ରତିନିଧି ସଭାରେ ମହାତ୍ମା ଗାନ୍ଧିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି ।…