Browsing Tag

from tomorrow

ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ମରାମତି କାମ ଆରମ୍ଭ

କାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ମରାମତି କାମ । ଆସନ୍ତାକାଲି ଅର୍ଥାତ ଗୁରୁବାର ଠାରୁ ତୁରନ୍ତ ଆରମ୍ଭ କରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତେବେ ଜାନୁଆରୀ ୨୪ରୁ କାମ ଆରମ୍ଭ କରିବାକୁ ଏଏସଆଇ ଚାହୁଁଥିଲା । ଏଏସଆଇର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି…

ଆସନ୍ତାକାଲିଠାରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳପାଇଁ ସତ୍ୟାଗ୍ରହ କରିବ ବିଜେପି

ପ୍ରାକୃତିକ ଦୁର୍ବିପାକ ହେଲେ ଚାଷୀକୁ ହତାସ କରୁଛନ୍ତି ରାଜ୍ୟ ସରକାର । ଓଡିଶାର ସଂଖ୍ୟା କିମ୍ବା ବୃତିଗତ ଦୃଷ୍ଟିରୁ ବଡ ବର୍ଗ ହେଉଛନ୍ତି ଅନ୍ନଦାତା ଚାଷୀ । କିନ୍ତୁ ବଡ ଦୁଃଖର ବିଷୟ ଓଡିଶାରେ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି କାରଣରୁ ଚାଷୀ ଓ ଚାଷ ସବୁବେଳେ ଅବହେଳିତ ହୋଇଆସିଛି ।…

ଫୋନ କଲେ କାଲିଠାରୁ ଘରେ ପହଞ୍ଚିବ ମଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ମଦ ଘରେ ପହଞ୍ଚେଇବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ମଦ ଦୋକାନ ଖୋଲିବା ପାଇଁ ଏକ ଅଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ଷ ବାହାରି ନଥିଲା । ଫଳରେ ଆସନ୍ତା କାଲିଠାରୁ ଫୋନ କଲେ ମଦ ହୋମ ଡେଲିଭେରୀ କରିବା ନେଇ ସ୍ଥିର ହୋଇଛି । ମଦ ହୋମ ଡେଲିଭେରୀ…