ଆଠମଲ୍ଲିକର ପୂର୍ବତନ ବିଧାୟକଙ୍କ ଦୁର୍ଘଟଣାରେ ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନ ମୃତ । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା ।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ରାଜକିଶୋର ପ୍ରଧାନ ଟ୍ରେନ୍ରେ ବଇଣ୍ଡା ଯାଉଥିଲେ । ଅଧିକ ବୟସ କାରଣରୁ ଭୁଲବଶତଃ ସେ କଇଁଫୁଲିଆ ଠାରେ ଟ୍ରେନରୁ…