ଆପଣଙ୍କ ପିଲାକୁ ମାନସିକ ସ୍ତରରେ ଶକ୍ତିଶାଳୀ କରିବାକୁ ଚାଁହୁଥିଲେ ଆପଣାନ୍ତୁ ଏହି ଟିପ୍ସ, ବଢିବ ପିଲାର ଆତ୍ମବିଶ୍ୱାସ
ପ୍ରତ୍ୟେକ ବ୍ୟକ୍ତି ନିଜକୁ ପ୍ରତ୍ୟେକ ସ୍ଥିତି ରେ ଖାପଖୁଆଇ ଚଳାଇବା ପାଇଁ ଏବଂ ସମସ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ମାନସିକ ସ୍ତରରେ ଷ୍ଟ୍ରଙ୍ଗ ହେବ ଖୁବ ଜରୁରୀ l କେବଳ ବଡ଼ ମାନଙ୍କ ପାଇଁ ଏହା ଜରୁରୀ ନୁହେଁ, ଛୋଟ ପିଲାଙ୍କ ପାଇଁ ମଧ୍ୟ ଖୁବ ଜରୁରୀ ଅଟେ l କାହିଁକି ନା ଆଜିର…