ଡ଼େଙ୍ଗୁ ଭୁତାଣୁରୁ ଉପଶମ ଦେବ ଏହି ଖାଦ୍ୟ ପଦାର୍ଥ, ଡ଼େଙ୍ଗୁ ହେଲେ କ’ଣ ଖାଇବେ ଜାଣନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋତୁ ପରିବର୍ତ୍ତନ ସହ ଡ଼େଙ୍ଗୁ , ମ୍ୟାଲେରିଆ, ଚିକେନ୍ ଗୁନିଆ ଭଳି ରୋଗ ମଣିଷର ଚିନ୍ତାର କାରଣ ପାଲଟେ । ରକ୍ତ ଶୋଷୁଥିବା ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରୟାସ କରି ମଧ୍ୟ ବେଳେବେଳେ ରୋଗରେ ପଡ଼ିଯାଉ । ତେବେ ଖାଦ୍ୟପେୟର ଉଚିତ ଧ୍ୟାନ ରଖିଲେ ଆମେ ଏହି…