ଆଉ ମାସେ ବଢିଲା ଫାସଟ୍ୟାଗ ଅବଧି
ପୁଣି ବଢିଛି ଫାସଟ୍ୟାଗ ଅବଧି । ଡିସେମ୍ବର ୧୫ ସୁଦ୍ଧା ଏହା ବାଧ୍ୟତାମୂଳକ କରାଯାଇଥିବାବେଳେ ପୁଣି ଅବଧିକୁ ମାସେ ଯାଏ ବଢାଇ ଦିଆଯାଇଛି । ଦେଶରେ ଫାସଟ୍ୟାଗ ଷ୍ଟିକର ଅଭାବ ଥିବା କାରଣରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଉଛି । ଏହାଛଡା ଫାସଟ୍ୟାଗକୁ ନେଇ ଲୋକେ ଏତେଟା ସଚେତନ ନଥିବାରୁ ଆଉ…