Browsing Tag

ED attaches 250 crore assets of Rose Valley Group

ରୋଜ୍ ଭ୍ୟାଲି ଗ୍ରୁପର ୨୫୦ କୋଟି ସମ୍ପତ୍ତି ଆଟାଚ୍ କଲା ଇଡି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲି ଗ୍ରୁପର ୨୫୦ କୋଟି ସମ୍ପତ୍ତି ଆଟାଚ୍ କରିଛି । ଚିଟଫଣ୍ଡ କମ୍ପାନୀ ରୋଜ୍ ଭ୍ୟାଲିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଇଡି ଆଟାଚ୍ କରିଥିବା ବେଳେ ଏହାର ବଜାର ମୂଲ୍ୟ ୨୫୦ କୋଟି ହେବ । ଶନିବାର ଆଟାଚ୍ ହୋଇଥିବା ସମ୍ପତ୍ତି…