ଭୁବନେଶ୍ୱରର ପୂର୍ବାଂଚଳରେ ଭୂକମ୍ପ ବିପଦ ଅଧିକ, ନିର୍ମାଣ କ୍ଷେତ୍ରରେ ସ୍ୱତନ୍ତ୍ର ସତର୍କତା ଆବଶ୍ୟକ: ଏନ୍ସିଏସ୍…
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ଓଡ଼ିଶା ପାଇଁ ଏକ ନିୟମିତ ପ୍ରାକୃତିକ ବିପଦ ହୋଇଥିବା ବେଳେ ଭୂକମ୍ପର ପ୍ରଭାବରୁ ମଧ୍ୟ ରାଜ୍ୟ ସଂପୂର୍ଣ୍ଣ ସୁରକ୍ଷିତ ନୁହେଁ । ଓଡ଼ିଶା ମଧ୍ୟମ ଧରଣର ଭୂକମ୍ପପ୍ରବଣ ଅଂଚଳ ହୋଇଥିବାରୁ ଅଧିକ ଜନବସତି ଓ ଦୁର୍ବଳ…