ସକାଳୁ ଉଠିବା କ୍ଷଣି ପାଦରେ ଯନ୍ତ୍ରଣା ହେଉଛି କି ? ତେବେ ଜାଣିନିଅନ୍ତୁ ଏହି କାରଣରୁ ହୋଇଥାଏ ଏଭଳି ସମସ୍ୟା
ଅନେକ ଲୋକଙ୍କର ସକାଳୁ ଉଠିବା ମାତ୍ରେ ପାଦରେ ଯନ୍ତ୍ରଣା ହୋଇଥାଏ । ପାଦକୁ ଭୂମିରେ ରଖିବା ମାତ୍ରେ ଗୋଇଠି ଭାଙ୍ଗିଯିବା ଭଳି ଲାଗୁଛି କି ? ଯଦି ଆପଣ ମଧ୍ୟ ଏହି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଏହାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ, ଏହା ଗୁରୁତର ସମସ୍ୟାର ସଙ୍କେତ ହୋଇପାରେ ।…