ଧନତେରସରେ ଘରକୁ ଗହଣା ବ୍ୟତୀତ ଏହିସବୁ ଜିନିଷ କିଣିବା ଶୁଭ, ଏହିସବୁ ଜିନିଷ କିଣିଲେ ବର୍ଷଯାକ ରହିବ ମା’…
ଧନତେରସ ବା ଧନତ୍ରୟୋଦଶୀ ଦୀପାବଳୀ ପୂର୍ବରୁ ପାଳନ କରାଯାଇଥାଏ l ଚଳିତ ବର୍ଷ ନଭେମ୍ବର ୧୦ ତାରିଖ ଦିନ ଧନତେରସ ପାଳନ କରାଯିବ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହିଦିନ କାର୍ତିକ ମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି l ଏହିଦିନ କିଣାକିଣି କରିବା ଖୁବ ଶୁଭ ହୋଇଥାଏ l ଧନତେରସ ଦିନ ଲୋକେ ନିଜ ସମର୍ଥ…