Browsing Tag

demanding the status of world heritage sites for Khadgiri-Udayagiri.

ଖଣ୍ଡଗିରି-ଉଦୟଗିରିକୁ ବିଶ୍ବ ଐତିହ୍ୟସ୍ଥଳୀ ମାନ୍ୟତା ଦାବି, କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ…

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଖଣ୍ଡଗିରି-ଉଦୟଗିରିକୁ ବିଶ୍ବ ଐତିହ୍ୟସ୍ଥଳୀ ମାନ୍ୟତା ଦେବା ପାଇଁ ଅପରାଜିତା ଚିଠି ଲେଖିଛନ୍ତି । ଅପରାଜିତା କହିଛନ୍ତି, ଖଣ୍ଡଗିରି-ଉଦୟଗିରିରେ ଅନେକ ଶିଳାଲିପି ପାହାଡରେ ଖୋଦିତ ହୋଇ ରହିଛି…