ଫୁଲ ଓ ହାତକୁ ଝାଡୁ ରେ ସଫା କରିଦେଲେ କେଜ୍ରିୱାଲ୍
ଓଡିଶା ଫାଷ୍ଟ( ବ୍ୟୁରୋ): ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଆପ୍ ବହୁତ ଆଗରେ ରହିଛି। ୭୦ଟି ଆସନରୁ ଏବେ ସୁଦ୍ଧା ୫୩ଟିରେ ଆପ୍ ଆଗରେ ଚାଲିଥିବା ବେଳେ ବିଜେପି ୧୭ଟିରେ ଆଗରେ ରହିଛି। ପ୍ରାରମ୍ଭରେ…