ବିଏମସିର ନିଷ୍ପତ୍ତି; ଆଉ ଭୁବନେଶ୍ବର ଦାରୁଠେଙ୍ଗକୁ ଯିବନି ଅଳିଆ
ଆଉ ଭୁବନେଶ୍ବର ଦାରୁଠେଙ୍ଗକୁ ଯିବନି ଅଳିଆ । ଏହି ନିଷ୍ପତ୍ତି ନେଇଛି ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ୍ । ମେ' ୩୧ ତାରିଖ ସୁଦ୍ଧା ଅଳିଆ ପକାଇବା ବନ୍ଦ କରିବା ଲାଗି ଦାରୁଠେଙ୍ଗବାସୀଙ୍କୁ ବିଏମ୍ସି କହିଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅଳିଆ ପକାଇବ ବନ୍ଦ କରିଛି ।
ଏଣିକି…