Browsing Tag

Death

ଆସାମରେ ଜଳ ପ୍ରଳୟ: ୨୪ ଘଣ୍ଟାରେ ୧୧ ଲୋକଙ୍କ ମୃତ୍ୟୁ

ଗୌହାଟୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସାମରେ ଜଳ ପ୍ରଳୟ। ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି। ଚାରିଆଡେ ଜଳ ପ୍ରଳୟ ଦେଖିବାକୁ ମିଳୁଛି। ମଣିଷଙ୍କ ତୁଳନାରେ ଜୀବଜନ୍ତୁ ଅଧିକ କଷ୍ଟ ପାଉଛନ୍ତି। କାଜିରଙ୍ଗା ଜାତୀୟ ପାର୍କରେ ହାତୀ ଓ ହରିଣ ସମେତ ଅନ୍ୟ ପ୍ରାଣୀମାନେ ମଧ୍ୟ ସୁରକ୍ଷିତ ସ୍ଥାନ…

ହାତୀ ଆକ୍ରମଣରେ ୨ ମୃତ

ଦ୍ୱାରଶୁଣି(ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ହାତୀ ଆକ୍ରମଣରେ ୨ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୫ ) ବୋଲି ଜଣାପଡ଼ିଛି । ବୁଧିଆ ଗାଁକୁ ଫେରୁଥିବା ବେଳେ ହାତୀ ପଲ ଆଗରେ…

ଯାତ୍ରୀବାହୀ ବସ ଦୁର୍ଘଟଣା : 5 ଯାତ୍ରୀ ମୃତ, 30 ଆହତ

ମାଲକାନଗିରି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମାଲକାନଗିରି ସୀମାନ୍ତ ବଡୁଗୁଡାମ ନିକଟରେ ଓଲଟିଲା ଯାତ୍ରୀବାହୀ ବସ ଦୁର୍ଘଟଣା । ବସ ଓଲଟି 5 ଯାତ୍ରୀଙ୍କ ମୃତ ହୋଇଥିବା ବେଳେ 30 ଆହତ ହୋଇଥିବା ସୂଚନା । ବସଟି ବିଜୟୱାଡାରୁ ଭବାନୀପାଟଣା ଆସୁଥିଲା । ସମସ୍ତ ମୃତକ ଓଡ଼ିଶାର ହୋଇଥିବା ସୂଚନା । ଆହତଙ୍କୁ…

ତେଲ ଟ୍ୟାଙ୍କ ର ବିସ୍ଫୋରଣ, ୪ ମୃତ

ନୟାଗଡ଼(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଇଟାମାଟି ଥାନା ଅନ୍ତର୍ଗତ ବଡ଼ପଣ୍ଡୁସର ବ୍ରିଜରୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏକ ତୈଳବାହୀ ଟ୍ୟାଙ୍କର୍ ନଦୀକୁ ଖସି ପଡ଼ିବା ପରେ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସ୍ଥାନୀୟ ଲୋକଙ୍କଠାରୁ ସଂଗୃହୀତ ସୂଚନା…

ପାକିସ୍ତାନୀ ସାଂସଦ ଆମିର ଲିୟାକତଙ୍କ ଦେହାନ୍ତ

ନୂଆଦିଲ୍ଳୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପାକିସ୍ତାନୀ ସାଂସଦ ତଥା ଟିଭି ହୋଷ୍ଟ ଆମିର ଲିୟାକତ୍‌ ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ଆମିର ଲିଆକୁତଙ୍କ ମୃତ୍ୟୁ ବେଳେ ତାଙ୍କୁ ୪୯ ବର୍ଷ ହୋଇଥିଲା। ତାଙ୍କ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ତାଙ୍କୁ ଘରୋଇ…

ସଲମାନଙ୍କ ହତ୍ୟା ଧମକ: ଲରେନ୍ସ ଗ୍ୟାଙ୍ଗର ହାତ!

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ସଲମାନ ଖାନ, ସଲିମ ଖାନ ବହୁତ ଶୀଘ୍ର ତମ ମାନଙ୍କର ବି ଅବସ୍ଥା ସିଦ୍ଧୁ ମୁସେୱାଲା ଭଳି ହେବ । ଏହି ଧମକପୂର୍ଣ୍ଣ ଚିଠି ଆସିଛି ବଲିଉଡର ଭାଇଜାନ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କ ନାଁରେ । ବଲିଉଡର ଏହି ଷ୍ଟାର ପରିବାରକୁ ମୁସେୱାଲି ଭଳି ଅବସ୍ଥା…

ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ

ଅବୁଜା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ନାଇଜେରିଆର ଦକ୍ଷିପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ କ୍ୟାଥୋଲିକ ଚର୍ଚ୍ଚରେ ଏପରି ଭୟଙ୍କର ଘଟଣା ଘଟିଛି।…

ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ବାରିପଦା (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ବାରିପଦା ସହର ମଞ୍ଚାବନ୍ଧାର ଯୁବକ ଜଣକ ବିହାର ରାଜ୍ୟର ଔରଙ୍ଗାବାଦ ଅଞ୍ଚଳର ଧିରଜ କୁମାର ସିଂ । ଯୁବକ ଜଣକ ଶୋଇଥିବା ଅବସ୍ଥାରେ ହାତୀ ଉଠାଇ କଚାଡି ମାରି ଦେଇଥିବା ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ…

ମୃତ୍ୟୁପରେ ମଣିଷ ସହିତ ଯାଇଥାଏ କେବଳ ଏହି ୪ ଜିନିଷ

ଦୁନିଆ ରେ ଯଦି କିଛି ସତ୍ୟ ଥାଏ ତେବେ ତାହା ହେଉଛି ଆମ ମୃତ୍ୟୁ । କାରଣ ଯିଏ ଏହି ଦୁନିଆ କୁ ଆସେ ସେ ଦିନେ ନା ଦିନେ ଏହି ଦୁନିଆ ରୁ ବିଦାୟ ନେଇଥାଏ ଏହା ନିଶ୍ଚିତ କାରଣ ଜନ୍ମ ଯଦି ସତ୍ୟ ତେବେ ମୃତ୍ୟୁ ମଧ୍ୟ ସତ୍ୟ ।କିନ୍ତୁ ମନୁଷ୍ୟ ଏହି ସତ୍ୟ କୁ ଜାଣି ମଧ୍ୟ ଏହି ସତ୍ୟ ରୁ ଦୌଡୁ ଥାଏ । ଏହାର…

“ଯାହାକୁ ମୁଁ ଭଲ ପାଉଥିଲି, ଶେଷରେ ସେ ମୋତେ ଧୋକା ଦେଲା ” କହି ଆତ୍ମହତ୍ୟା କଲେ ଯୁବକ

ଖୋର୍ଦ୍ଧା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପ୍ରେମରେ ବିଫଳ ହେବାପରେ ସୌମ୍ୟରଞ୍ଜନ ଆତ୍ମହତ୍ୟା। ମୃତ୍ୟୁ ପୂର୍ବରୁ ଏକ ଭିଡିଓ କରି ନିଜ ହାତର ଶିରା କାଟି ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବକ। ସୌମ୍ୟରଞ୍ଜନ ନିଜ ପରିବାର ସହ ଖୋର୍ଦ୍ଧା ସଦର ଥାନା ଆଣ୍ଡାବାଜପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ…