ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ର ଲ୍ୟାଣ୍ଡ ଫଲ ପ୍ରକ୍ରିୟା ଆରମ୍ଭ, ମୁମ୍ବାଇରେ ହାଇଆଲର୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବାତ୍ୟା ‘ନିସର୍ଗ’ର ଲ୍ୟାଣ୍ଡ ଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଅଳ୍ପ ସମୟ ମଧ୍ୟରେ ସାମୁଦ୍ରିକ ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବ। ଏଣୁ ଉପକୂଳରେ ପବନର ବେଗ ବଢିବାରେ ଲାଗିଛି। ବାତ୍ୟା ଭୂ-ଭାଗକୁ ପ୍ରବେଶ କରିବା ବେଳକୁ…