ସାଙ୍ଘାତିକ: ଚର୍ମରେ ୯ ଘଣ୍ଟା ଜୀବିତ ରହିପାରେ କରୋନା ଭୂତାଣୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଭୂତାଣୁ ମଣିଷ ଚର୍ମରେ ୯ ଘଣ୍ଟା ଜୀବିତ ରହିପାରେ। ‘କ୍ଲିନିକାଲ ଇନଫେକସିଅସ ଡ଼ିଜିଜ’ରେ ବିଶେଷଜ୍ଞମାନେ ଏହି ନୂଆ ତଥ୍ୟ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁସାରେ ୮୦% ଆଲକୋହଲ ଥିବା ସାନିଟାଇଜର ଚର୍ମରୁ ଯେ କୌଣସି ଜୀବାଣୁକୁ ମାତ୍ର ୧୫ ସେକେଣ୍ଡରେ ଦୂର କରିବାକୁ…