କରୋନା ଭାଇରସ୍ ଆତଙ୍କ ! କ୍ୟାପିଟାଲ ହସ୍ପିଟାଲ ଓ ବଡ଼ ମେଡ଼ିକାଲରେ ସ୍ଵାସ୍ଥ୍ୟ ବିଭାଗ ସଜାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ନେଇ ଏବେ ଭାରତରେ ଆତଙ୍କ ଦେଖାଦେଇଛି । ଭାରତ ସରକାର ଓ ରାଜ୍ୟ ସରକାର ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଲେଣି । ଏଥିପାଇଁ କଟକ ଏସ ସି ବି ରେ ସ୍ଵତନ୍ତ୍ର ୱାର୍ଡ ଖୋଲାଯାଇଛି। ସେହିପରି ଭୁବନେଶ୍ଵର କ୍ୟାପିଟାଲ…