Browsing Tag

Congress

ମମିତା ମେହେର କୁ ନ୍ୟାୟ ଦାବି ରେ ଛାତ୍ର କଂଗ୍ରେସ ର ନବୀନ ନିବାସ ଘେରଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟରେ ବିରୋଧୀ ଦଳ ଓ ଗଣମାଧ୍ୟମରେ ଉଦବେଗ ପ୍ରକାଶ ପାଇବା ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି।। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ପୋଲିସ ତଦନ୍ତ…

ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବ୍‌ଶୀଘ୍ର ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ସପ୍ତାହକ ମଧ୍ୟରେ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ସେ ବିଜେଡିରେ ସାମିଲ ହେବେ ବୋଲି ବୋଲି ପ୍ରଦୀପ ମାଝୀ କହିଛନ୍ତି । ରବିବାର…

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ନବଜୋତ ସିଂହ ସିଦ୍ଧୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବର କଂଗ୍ରେସ ମୁଖ୍ୟ କରିବାକୁ ଘୋଷଣା କରାଯାଇଛି। ୪ ଜଣ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ମଧ୍ୟ ଚୟନ କରାଯାଇଛି। କାର୍ଯ୍ୟକାରୀ ଅଧ୍ୟକ୍ଷଭାବେ ସଂଗତ ସିଂ ଗିଲଜନ, ସୁଖବିନ୍ଦର ସିଂ ଡାନି,…

ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା

ଭୁବନେଶ୍ୱର, ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍ ଶୋଭାଯାତ୍ରା ଜୁଲାଇ ୭ ରୁ ୧୭ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରଦେଶ କଂଗ୍ରେସ୍ କମିଟି ପକ୍ଷରୁ ଏକ ସାଇକେଲ୍ ଶୋଭାଯାତ୍ରା ସହର…

ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେପିକୁ ଟାର୍ଗେଟ କଲା କଂଗ୍ରେସ : ୧୭ରୁ ଦସ୍ତଖତ ଅଭିଯାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ତେଲଦର ବଢ଼ାଇ ଆଛେ ଦିନ୍‌ ଆଣିଛନ୍ତି କେନ୍ଦ୍ର ସରକାର । ସାଧାରଣ ଲୋକଙ୍କୁ କେତେ ଶୋଷିଲେ ବିଜେପି…

ରୋମିଓ କଂଗ୍ରେସ ନେତାଙ୍କୁ ବିଚ୍‌ ରାସ୍ତାରେ ପିଟିଲେ ମହିଳା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ମହିଳାଙ୍କୁ ପିଛା କରି ଅସଦାଚରଣ କରିବାରୁ କଂଗ୍ରେସ ନେତାଙ୍କୁ ଉତ୍ତମମଧ୍ୟମ ଦେଲେ ଦୁଇ ମହିଳା। ଏନେଇ ଏକ ଭିଡିଓ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର ଜାଲୌନରେ ବିଚ୍‌ ରାସ୍ତାରେ କଂଗ୍ରେସ ଜିଲ୍ଲାଧ୍ୟକ୍ଷଙ୍କୁ…

୨୦୨୧ ଜାନୁଆରୀରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନିକଟରେ ସ୍ଥାୟୀ ଅଧ୍ୟକ୍ଷ ଦାବି କରି ୨୩ ବରିଷ୍ଠ ନେତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ। ଆଉ ଏହାକୁ ନେଇ ଦଳରେ ଏକ ବଡ଼ ଧରଣର କନ୍ଦଳ ସୃଷ୍ଟି ହୋଇଥିଲା। ଏହି କନ୍ଦଳ ପରେ ସୋନିଆ ଗାନ୍ଧୀ ନୂଆ କାର୍ଯ୍ୟସମିତି ଗଠନ କରିବା ସହ ସଂଗଠନରେ ନିର୍ବାଚନ…

ଖୁବ୍‌ଶୀଘ୍ର ପିସିସି ସଭାପତି ପଦ ହୋଇପାରେ ପରିବର୍ତ୍ତନ, ଭବିଷ୍ୟତବାଣୀ କଲେ ସୁର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବ୍‌ଶୀଘ୍ର ପିସିସି ସଭାପତି ପଦରେ ହୋଇପାରେ ପରିବର୍ତ୍ତନ । ଏହି ରେସ୍‌ରେ ଏବେ ଦଳର ୧୩ ଜଣ ଆଗ ଧାଡ଼ିର ନେତା ଅଛନ୍ତି। ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଯାହାକୁ ଚାହିଁବେ ସେ ହେବେ ପରବର୍ତ୍ତୀ ପିସିସି ସଭାପତି। ଏପରି ଭବିଷ୍ୟବାଣୀ କରିଛନ୍ତି କଂଗ୍ରେସର ତୁଙ୍ଗ…

କଂଗ୍ରେସ ଭବନରେ ଯୁବସଭାପତି ପାଇଁ ବୁଲିଲା ଖଣ୍ଡା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ଯୁବ କଂଗ୍ରେସର ନୂଆ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଧ କରି କଂଗ୍ରେସ ଭବନରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ ଯୁବକର୍ମୀ । ସ୍ମୃତି ରଞ୍ଜନ ଲେଙ୍କା କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶତାଧିତ ଯୁବକର୍ମୀ କଂଗ୍ରେସ ଭବନ ସମ୍ମୁଖରେ…

୪ର୍ଥ ପର୍ଯ୍ୟାୟ ଲକଡାଉନ୍ ବିଫଳ; ଲୋକଙ୍କ ଖାତାରେ ୧୦,୦୦୦ ଟଙ୍କା ଜମା କରିବା ଦାବି ଉଠାଇବ କଂଗ୍ରେସ : ରାହୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାହୁଲ ଗାନ୍ଧୀ ମଙ୍ଗଳବାର କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ସମାଲୋଚନା କରିଛନ୍ତି । କହିଛନ୍ତି ଯେ, ଦୁଇମାସ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ଆମେ ୨୧ ଦିନରେ କରୋନା ଭାଇରସକୁ ହରାଇ ଦେବ। କିନ୍ତୁ ୬୦ ଦିନପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା…